Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ

Banajyotshna Ray
Browse all articles by Banajyotshna Ray
·1 year ago
ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ

ଅର୍ଗସ ବ୍ୟୁରୋ:  ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ । ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାତୃଭାଷାରେ ପାଠ ପଢିବା ସହ ପାଇବେ ଗୁଣାତ୍ମକ ଜ୍ଞାନ । ଆଗାମୀ ଦିନରେ ଆଦିବାସୀ ଭାଷା ସଂସ୍କୃତି କେମିତି ସୁରକ୍ଷିତ ରହିବ ତା ପାଇଁ ଲ୍ୟାଙ୍ଗୁଏଜ୍ ଲ୍ୟାବ କରାଯିବ। ଆଦିବାସୀ ଭାଷାକୁ ଗୁରୁତ୍ଵ ଦେଇ ଶିକ୍ଷକ ନିଯୁକ୍ତି କରାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Language lab to be established to preserve tribal language culture | Argus News