ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ସ୍ଵର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ
·1 year ago

Key Points
ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ବିଶାଲ ଦାସ
କିଛି ଦିନ ପୂର୍ବରୁ ୯ଟି ସ୍ଥାନରେ ଚଢାଉ କରିଥିଲା ଆୟକର ବିଭାଗ
ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ
ଆୟକର ବିଭାଗ ନୋଟିସ ପରେ ହାଜର
ବେନାମୀ କମ୍ପାନୀ ନେଇ ପଚର ଉଚରା
ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସ ଙ୍କ ପୁଅ ବିଶାଲ ଦାସ । ଆୟକର ବିଭାଗ ନୋଟିସ ପରେ ହାଜର। କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା ଆୟକର ବିଭାଗ । ବେନାମୀ କମ୍ପାନୀକୁ ନେଇ ବିଶାଲ ଦାସଙ୍କୁ ପଚରା ଉଚରା କରୁଛି ଆୟକର ବିଭାଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: