Videos
|
Odisha

ରତ୍ନଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ଅପଡେଟ୍

Rashmita Mishra
Browse all articles by Rashmita Mishra
·1 year ago
ରତ୍ନଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ଅପଡେଟ୍

Key Points

ଗଣତି ମଣତି ନେଇ ଦୁଇ ଜଣ ଏକ୍ସପର୍ଟ ମନୋନୀତ କରିଛି

ରତ୍ନଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ଅପଡେଟ୍

RBI ଖୁବ କମ୍ ଦିନରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ରତ୍ନ ଭଣ୍ଡାର ଓ ଗଣତି ମଣତିକୁ ନେଇ ବଡ଼ ଅପଡେଟ୍ ଦେଲେ ଆଇନ ମନ୍ତ୍ରୀ । ଗଣତି ମଣତି ନେଇ RBI ଦୁଇ ଜଣ ଏକ୍ସପର୍ଟଙ୍କୁ ମନୋନୀତ କରିଛି । ଏନେଇ ସରକାରଙ୍କୁ ଅବଗତ କରାଇଲା RBI ।କମ୍ ଦିନରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ପରିଚଳନା କମିଟି ଅନୁମତିକ୍ରମେ ଉଚ୍ଚସ୍ତରୀୟ କମିଟି ରତ୍ନ ଗୁଡିକୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରିବେ । ତାପରେ ତାରିଖ ନିର୍ଦ୍ଧାରଣ କରି RBIର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତି ମଣତି ହେବ ।.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
law-ministers-big-update-on-the-treasury | Argus News