Videos
|
Odisha

ହାଜିରା ପାଇଁ ଏଫଏମ କଲେଜ ଅଧ୍ୟକ୍ଷଙ୍କୁ ଚିଠି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହାଜିରା ପାଇଁ ଏଫଏମ କଲେଜ ଅଧ୍ୟକ୍ଷଙ୍କୁ ଚିଠି

Key Points

ଇଣ୍ଟରନାଲ କମ୍ପ୍ଲେନ କମିଟିର ସଦସ୍ୟ ଓ ଛାତ୍ରମାନେ ତଦନ୍ତ କମିଟି ଆଗରେ ବ୍ୟକ୍ତିଗତ ହାଜିରା ପାଇଁ ଏଫଏମ କଲେଜ ଅଧ୍ୟକ୍ଷଙ୍କୁ ଚିଠି।

ଇଣ୍ଟରନାଲ କମ୍ପ୍ଲେନ କମିଟିର ସଦସ୍ୟ ଓ ଛାତ୍ରମାନେ ତଦନ୍ତ କମିଟି ଆଗରେ ବ୍ୟକ୍ତିଗତ ହାଜିରା ପାଇଁ ଏଫଏମ କଲେଜ ଅଧ୍ୟକ୍ଷଙ୍କୁ ଚିଠି । ବାଲେଶ୍ବର ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କୁ ଚିଠି । ଆଜି ଓ ଆସନ୍ତାକାଲି ହାଜର ହେବାକୁ ଚିଠିରେ ନିର୍ଦ୍ଦେଶ । ଇଣ୍ଟରନାଲ କମ୍ପ୍ଲେନ କମିଟିର ସଦସ୍ୟ ଓ ଛାତ୍ରମାନେ ହେବେ ହାଜର । ICCର ୬ ସଦସ୍ୟ ଓ ୩ ଛାତ୍ରଙ୍କୁ ହାଜର ହେବାକୁ ଅଧ୍ୟକ୍ଷଙ୍କୁ ଚିଠି । ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।


ଅନ୍ୟପଟେ ଘଟଣାକୁ ନେଇ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଜି ଗସ୍ତ କରିବ। ତେଣୁ ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୧୩ରେ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିଥିଲା ଆଭ୍ୟନ୍ତରୀଣ ଟିମ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
letter-to-fm-college-chairman | Argus News