ଚାଷ ଜମିରେ ଘରକୁ ଫେରିବାବେଳେ ବଜ୍ରପାତ: ଜଣେ ମୃତ
·1 year ago

Key Points
ଚାଷ ଜମିରେ ଘରକୁ ଫେରିବାବେଳେ ବଜ୍ରପାତ
ଘରକୁ ଫେରିବାବେଳେ ଘଟିଲା ବଡ଼ ଅଘଟଣ
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ହଲଦି ଗ୍ରାମର ଚାଷୀ ଅନାଦି ବେଣ୍ଟକାର ଚାଷ ଜମିରୁ ଘରକୁ ଫେରିବା ବେଳେ ବଜ୍ରପାତ ଘଟି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି l ଘର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅତି ଗରିବ ଚାଷୀ ମାତ୍ର ଅଧ ଏକର ଜମି ରହିଛି ତାଙ୍କ ଦୁଇ ପୁଅ ରହିଥିବାରୁ ସରକାରଙ୍କ ତରଫରୁ ତାଙ୍କ ପରିବାରଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: