Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ

Rashmita Mishra
Browse all articles by Rashmita Mishra
·1 year ago
ଶ୍ରୀମନ୍ଦିରରେ ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ଆସନ୍ତା ୧ ତାରିଖରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ ବ୍ୟବସ୍ଥା। ହୁଣ୍ଡି ସ୍ଥାନାନ୍ତର ପ୍ରକ୍ରିୟା ଯୋଗୁଁ ଧାଡ଼ି ଦର୍ଶନରେ ମଧ୍ୟ ବିଳମ୍ବ ହେଉଛି। ଚଳିତମାସ ୨୦ ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ହୋଇପାରେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। କିନ୍ତୁ ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ହୁଣ୍ଡି ସ୍ଥାନାନ୍ତର ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ । ସେହି ପ୍ରକ୍ରିୟା ସରିବା ପରେ, ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ସ୍ଥାପନା କରାଯିବ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
line-darshan-at-the-temple-may-start-from-february-1 | Argus News