Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନନ୍ଦନକାନନରେ ସିଂହୀ ରେୱା ମୃତ

Smruti Parija
Browse all articles by Smruti Parija
·1 year ago·1 min read
ନନ୍ଦନକାନନରେ ସିଂହୀ ରେୱା ମୃତ

Key Points

ନନ୍ଦନକାନନରେ ସିଂହୀ ରେୱା ମୃତ । ଦୁଇଦିନ ତଳେ 3 ଟି ସିଂହ ଶାବକ ଜନ୍ମ ଦେଇଥିଲା ରେୱା ।

ଭୁବନେଶ୍ୱର: ନନ୍ଦନକାନନରେ ସିଂହୀ ରେୱା ମୃତ । ଦୁଇଦିନ ତଳେ 3 ଟି ସିଂହ ଶାବକ ଜନ୍ମ ଦେଇଥିଲା ରେୱା । ଏହାପରେ ଅସୁସ୍ଥ ହୋଇ ପଡିରହିଥିଲା । ରେୱା ମୋଟ 8 ଟି ସିଂହ ଶାବକ ଜନ୍ମ ଦେଇଥିବା ବେଳେ 6 ଜଣ ଜୀବିତ ଅଛନ୍ତି । ରେୱାମୃତ୍ୟୁ ପରେ ନନ୍ଦନକାନନ ରେ ସିଂହ ସଂଖ୍ୟା 23 ରେ ପହଁଚିଛି । ଇନ୍ଦୋର କମଳା ନେହେରୁ ପ୍ରାଣୀ ସଂରକ୍ଷଣ କେନ୍ଦ୍ରରୁ ଆସିଥିଲା ରେୱା ।


ସେହିପରି ଖୁବଶୀଘ୍ର ଓଡ଼ିଶା ଆସିବେ ଆଉ ତିନି ମହାବଳ ବାଘ । ଏନେଇ ବିଚାର ବିମର୍ଶ ଚାଲିଛି । ସେମାନଙ୍କୁ ଡେବ୍ରିଗଡ ଅଭୟାରଣ୍ୟରେ ଛଡ଼ାଯିବ । 5 ମହାବଳ ବାଘ ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏ ଦୁଇ ମହାବଳ ବାଘ ସମ୍ପୂର୍ଣ୍ଣ ଖାପ୍ ଖୁଆଇଲା ପରେ ଆଉ ତିନି ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lioness Rewa dies in Nandankanan. | Argus News