Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶା ପାଇଁ କଂଗ୍ରେସର 40 ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା

Smruti Parija
Browse all articles by Smruti Parija
·2 years ago
ଓଡିଶା ପାଇଁ କଂଗ୍ରେସର 40 ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା

ଅର୍ଗସ ବ୍ୟୁରୋ: ଓଡିଶା ପାଇଁ 40 ଜଣିଆ ଷ୍ଟାର୍ ପ୍ରଚାରକ ଘୋଷଣା କଲା କଂଗ୍ରେସ । ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ପାଇଁ କରିବେ ପ୍ରଚାର । ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଖଡଗେ । 

ଅନ୍ୟମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟ ମଧ୍ୟ ତାଲିକାରେ ଅଛନ୍ତି । ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ ତାଲିକାରେ ସାମିଲ ଅଛନ୍ତି ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
List of 40 Congress star campaigners for Odisha | Argus News