Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋକାଲ ଫର ଲୋକାଲ ଯୋଗୁଁ ଦେଶୀ କାରିଗର ଲାଭବାନ

Smruti Parija
Browse all articles by Smruti Parija
·1 year ago·1 min read
ଭୋକାଲ ଫର ଲୋକାଲ ଯୋଗୁଁ ଦେଶୀ କାରିଗର ଲାଭବାନ

ଅର୍ଗସ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ସାରାଦେଶ । ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ । ଏଥିପାଇଁ ଗ୍ରାହକମାନେ ସ୍ଥାନୀୟ ସାମଗ୍ରୀ କିଣିବାକୁ ପ୍ରାଥମିକତା ଦେଉଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋକାଲ ଫର୍ ଲୋକାଲ୍ ସହ ସ୍ଥାନୀୟ ଉତ୍ପାଦର ଦୀପାବଳି ପାଳିବାକୁ କୁ ଆହ୍ବାନ ଦେଇଛନ୍ତି । ତାଙ୍କ ଆହ୍ବାନ କ୍ରମେ ଗ୍ରାହକମାନେ ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣୁଛନ୍ତି । 


ଚୀନ ଦ୍ବାରା ନିର୍ମିତ ହୋଇଥିବା ସାମଗ୍ରୀକୁ ପ୍ରତ୍ୟାଖାନ କରୁଛନ୍ତି ଗ୍ରାହକ । ଏଥିଯୋଗୁଁ ଚଳିତବର୍ଷ ଚୀନକୁ ପ୍ରାୟ ଏକ ଲକ୍ଷ କୋଟି ରୁ ଅଧିକ ଟଙ୍କା କ୍ଷତି ହୋଇଛି । ଲୋକମାନେ ସୁନା, ରୁପା ସହ ବାସନକୁସନ, ଗାଡି, ଇଲେକଟ୍ରୋନିକ୍ସ  ଓ ଘର ତିଆରି ସାମଗ୍ରୀ କିଣୁଛନ୍ତି । ବିଶ୍ବର ସର୍ବବୃହତ ମ୍ୟାନୁଫାକ୍ଚରିଂ ହବ୍ ବନିବା ଦିଗରେ ଭାରତ ଅଗ୍ରସର ହେଉଛି। ଏଥିଯୋଗୁଁ ଚମକିବ ଦେଶର ଅର୍ଥନୀତି । ମେକ୍ ଇନ ଇଣ୍ତିଆକୁ ବାଛି ଭାରତକୁ ଆତ୍ମନିର୍ଭର ବନାଇବାକୁ ଆହ୍ବାନ ଦେଇଛନ୍ତି ପିଏମ୍ ମୋଦି। 

ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
local-for-vocal-local-vendors-getting-benefits- | Argus News