Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳିବ ଲୋକସେବା ଭବନ ଓ ବିଧାନସଭା ଢ଼ାଞ୍ଚା

Smruti Parija
Browse all articles by Smruti Parija
·1 year ago
ବଦଳିବ ଲୋକସେବା ଭବନ ଓ ବିଧାନସଭା ଢ଼ାଞ୍ଚା

Key Points

ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା

ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା କହିଲେ ପୂର୍ତ୍ତ ମନ୍ତ୍ରୀ । ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ । ଚନ୍ଦ୍ରଶେଖରପୁରରେ ଜାଗା ଚି଼ହ୍ନଟ ହୋଇଛି । ଏହା ମଲ୍ଟି କନଭେନସନ ସେଣ୍ଟର ହେବ ।


ଲୋକଙ୍କ ରହଣି ସହ 10 ହଜାର ଲୋକ ବସିବାର ସୁବିଧା ରହିବ । ରାଜ୍ୟରେ ଡିଜାଷ୍ଟର ରିଲିଭେଣ୍ଟ ବିଲଡିଂ ତିଆରି ହେବ । ସମୟସୀମା ଭିତରେ ସବୁ ବିଲଡିଂ କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । ନୂଆ ଟେକନୋଲୋଜି ଜରିଆରେ କେମିତି କମ ଖର୍ଚ୍ଚରେ ହେବ ଏନେଇ IBC ସହ ଆଲୋଚନା ହୋଇଛି । ନୂଆ ଇଞ୍ଜିନିଅରଙ୍କୁ ଏନେଇ ଟ୍ରେନିଂ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lok-seva-bhavan-and-vidhan-sabha-to-be-built-in-new-style | Argus News