Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗରିବଙ୍କୁ ଘର ଯୋଗାଇବା ନାଁରେ ଟଙ୍କା ଲୁଟ୍ 

Rashmita Mishra
Browse all articles by Rashmita Mishra
·1 year ago
ଗରିବଙ୍କୁ ଘର ଯୋଗାଇବା ନାଁରେ ଟଙ୍କା ଲୁଟ୍ 

Key Points

  • ଉପାନ୍ତରେ ଆବାସ ଯନ୍ତ୍ରଣା 
  • ପ୍ରହସନ ପାଲଟିଛି ଆବାସ ଗୃହ 
  • ଘର ପାଇବାରୁ ବଞ୍ଚିତ ହିତାଧିକାରୀ
  • ଗରିବଙ୍କୁ ଘର ଯୋଗାଇବା ନାଁରେ ଟଙ୍କା ଲୁଟ୍ 

ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସୁର୍ଗାଭଟ । ଗାଁ । ଗାଁରେ ଅନେକ ଗରିବ ଲୋକଙ୍କୁ ଆଜି ବି ଆବାସ ଗୃହ ମିଳିନି । ଫଳରେ ଝାଟି ମାଟି ଘରେ ବିତୁଛି ଜୀବନ । ଦେଖନ୍ତୁ ଏ ଘରକୁ, ସ୍ଥାନେ ସ୍ଥାନେ ଫାଟ । ଘର ଉପରେ  ଟଣା ଯାଇଛି ଜରିପାଲ। ଏଭଳି ଘରେ ରହୁଛନ୍ତି ଗରିବ ପରିବାର । ସୁର୍ଗାଭଟI ଗ୍ରାମର ଋତୁ ରଣI, ଗରିବ ଶ୍ରେଣୀ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ମିଳୁନି ଘର । ଆବାସ ଗୃହ ଦେବାକୁ କହି ଟଙ୍କା ମଧ୍ୟ ଲୁଟୁଥିବା କହିଛନ୍ତି ହିତାଧିକାରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Looting money in the name of providing housing to the poor | Argus News