Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପରଟାରେ ଝଲସି ଉଠିଲେ ମହାପ୍ରଭୁ, ଧୂପ ଦେଇ ପୂଜା କଲେ ପରିବାର

Odisha

ପରଟାରେ ଝଲସି ଉଠିଲେ ମହାପ୍ରଭୁ, ଧୂପ ଦେଇ ପୂଜା କଲେ ପରିବାର

Swoyang prajna Mishra
Browse all articles by Swoyang prajna Mishra
·1 year ago
ପରଟାରେ ଝଲସି ଉଠିଲେ ମହାପ୍ରଭୁ, ଧୂପ ଦେଇ ପୂଜା କଲେ ପରିବାର

ପୁରୀ : ପରଟାରେ ଜଗନ୍ନାଥ l ପୁରୀ ଆଇତୋଟା ସାହିର କିଶୋର ନାୟକଙ୍କ ସ୍ତ୍ରୀ ମମତା ନାୟକ ଘରେ ପରଟା ତିଆରି କରୁଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ କଳା ଧଳା ଆଖି ଦୁଇଟି ଝଲସି ଉଠିଥିଲା। ତାପରେ ପରିବାର ଲୋକେ ପରଟାକୁ ଠାକୁର ଘରେ ରଖି ଧୂପ,ଦୀପ, ଫୁଲ, ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ। ଯାହାକୁ ଦେଖିବାକୁ ସମଗ୍ର ଅଞ୍ଚଳରେ କୌତୁହଳ ସୃଷ୍ଟି ସହ ଲୋକଙ୍କ ଗହଳି ଚହଳି ଲାଗି ରହିଛି l


ଏହାକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଛି l ମହାପ୍ରଭୁ ହେଉଛନ୍ତି ଅସ୍ଥା ଓ ବିଶ୍ୱାସର ଠାକୁର । ସେ କେଉଁ ରୂପରେ କାହାକୁ ଦେଖା ଦେବେ ସେ ଜାଣନ୍ତି l ପୁରୀରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lord shree jagannath appeard on the paratha | Argus News