Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିଙ୍ଗୁଳା ଯାତ୍ରା ପୂର୍ବରୁ ଯନ୍ତାଳ ପୂଜା ଅନୁଷ୍ଠିତ

Smruti Parija
Browse all articles by Smruti Parija
·1 year ago·1 min read
ହିଙ୍ଗୁଳା ଯାତ୍ରା ପୂର୍ବରୁ ଯନ୍ତାଳ ପୂଜା ଅନୁଷ୍ଠିତ

ଆସନ୍ତା 11 ତାରିଖରେ ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳା ଯାତ୍ରା । ଏହା ପୂର୍ବରୁ ମା' ହିଙ୍ଗୁଳାଙ୍କ ଯନ୍ତlଳ ପୂଜା ଅନୁଷ୍ଠିତ ହେଇଯାଇଛି । ଏହି ଯନ୍ତାଳ ପୂଜା ଥିତି ଗଣନା ଅନୁଯାୟୀ ଚୈତ୍ର ମାସରେ ମା'ଙ୍କ ପୂଜା ଅନୁଷ୍ଠିତ ହେଇଥାଏ । ହିଙ୍ଗୁଳା ଯାତ୍ରାର ନଅ ଦିନ ପୂର୍ବରୁ ଏହି ଯନ୍ତlଳ ପୂଜା ହେଇଥାଏ । ଵିଧି ଅନୁଯାୟୀ ରାଜାଙ୍କ ଘରୁ ମା'ଙ୍କ ଲାଗି ଭୋଗ ଆସିଥାଏ।


ଏକ ବିରାଟ ପଟୁଆରରେ ଆଲାମ ଆସି ମା'ଙ୍କ ପୀଠରେ ପୂଜା ହେଇଥାଏ । ମା' ପାତିଆରୀ ଆସି ମା'ଙ୍କ ଆବାହନ ପୂଜା କରିଥାନ୍ତି । ପୂଜା ହେବାର ପରଦିନ ପ୍ରାତଃ ପୂର୍ବରୁ ଦେହୁରୀକୁ ସ୍ୱପ୍ନାଦେଶ ହେଇ ମା' ମନ୍ଦିରର ପୂର୍ବ କିମ୍ବା ପଶ୍ଚିମ ଭାଗରେ ଉଭା ହୁଅନ୍ତି । ମା'ଙ୍କ ଉଭା ସ୍ଥଳ ପୂଜା ପରେ ବହୁ ଆଡମ୍ବରରେ ନଅ ଦିନ ଧରି ଚାଲିବ । ଯନ୍ତlଳ ପୂଜା ଠାରୁ ମା' ଙ୍କ ପୂଜା ରୀତିନୀତି ସବୁ ଆରମ୍ଭ ହେଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମା' ଙ୍କ ପୀଠ ଯେତିକି ପ୍ରାଚୀନ ସେତିକି ବୈଚିତ୍ରମୟ । ଏପରିକି କିମ୍ବଦନ୍ତୀ କହେ ଶ୍ରୀକ୍ଷେତ୍ର ଧାମ ସହ ମା'ଙ୍କ ପୀଠର ରହିଛି ନିବିଡ ସମ୍ପର୍କ । କାରଣ ମା' ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷ ଘର ଠାକୁରାଣୀ । ସେଥିପାଇଁ ତ ଅଗ୍ନି ରୂପରେ ମା' ହିଙ୍ଗୁଳା

Sponsored
maa-hingula-jatra-is-on-11th-april | Argus News