Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ଭଦ୍ରକାଳୀ ଆଜିଠାରୁ ସପ୍ତମାତୃକା ବେଶରେ ୭ ଦିନ ଧରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

Sangram Tripathy
Browse all articles by Sangram Tripathy
·1 year ago
ମା' ଭଦ୍ରକାଳୀ ଆଜିଠାରୁ ସପ୍ତମାତୃକା ବେଶରେ ୭ ଦିନ ଧରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

ଅର୍ଗସ ବ୍ୟୁରୋ:ଆଜି କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି। ମା' ଭଦ୍ରକାଳୀ ଆଜିଠାରୁ ସପ୍ତମାତୃକା ବେଶରେ ୭ ଦିନ ଧରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜି ମା ଙ୍କୁ ବେଦମାତା ବେଶରେ ଦର୍ଶନ କଲେ ଭକ୍ତଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚଳିତ ବର୍ଷ ମା'ଙ୍କ ପୂଜାର୍ଚ୍ଚନା ବେଶ ଧୂମଧାମରେ ହେଉଛି। ଆଜି ପ୍ରଥମେ ମା ଭଦ୍ରକାଳୀ କଳସ ଶୋଭାଯାତ୍ରା କରାଯିବା ପରେ ମା ଙ୍କର ପୀଠ ପୂଜା ହେବା ପରେ ସପ୍ତଚଣ୍ଡୀ ପାଠ କରାଯିବ। ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା' ଭଦ୍ରକାଳୀ ମହାକାଳୀ ବେଶରେ ଦର୍ଶନ ଦେବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maa kali Bhadrak will give darshan to devotees in different attires for 7 days from today | Argus News