Videos
|
Odisha

ମା ଭଦ୍ରକାଳୀ ମହାକାଳୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମା

Rashmita Mishra
Browse all articles by Rashmita Mishra
·1 year ago
ମା ଭଦ୍ରକାଳୀ ମହାକାଳୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମା

ଅର୍ଗସ ବ୍ୟୁରୋ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଦ୍ୱିତୀୟ ଦିନ। ମା ଭଦ୍ରକାଳୀ ମହାକାଳୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମା । ଭଦ୍ରକାଳୀଙ୍କ ସମସ୍ତ ରୀତିନୀତି ଅନୁଯାୟୀ ମା ଙ୍କୁ ବେଶ କରାଯାଇ ମା ଙ୍କ ପୀଠରେ ପୂଜାଅର୍ଚନା କରାଯାଉଛି।  ମା ଙ୍କ ମନ୍ଦିରରେ ସପ୍ତଚଣ୍ଡି ପାଠ କରାଯାଉଛି। ଆଜିର ଦିନରେ ମା ଙ୍କୁ ଦର୍ଶନ କଲେ ଗ୍ରହରିଷ୍ଟ ଖଣ୍ଡନ ହେବା ସହ ଘରର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି। ମାଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Maali Bhadrak is giving darshan to the devotees in Mahakali attire | Argus News