Rath Wood Worship / ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି, ପରମ୍ପରା ଅନୁସାରେ ଆଜି ହେବ ରଥକାଠ ପୂଜାର୍ଚ୍ଚନା
·7 months ago·2 min read

Key Points
ଆଜି ପବିତ୍ର ଶ୍ରୀପଞ୍ଚମୀ । ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥ କାଠ ପୂଜାର୍ଚ୍ଚନା କରାଯିବ।
ଆଜି ପବିତ୍ର ଶ୍ରୀପଞ୍ଚମୀ । ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥ କାଠ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ନୟାଗଡ ବନଖଣ୍ଡ ରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ।
ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ। ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି। ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୪୭ ଖଣ୍ଡ କାଠ ମହଜୁଦ ଅଛି। ଅବଶିଷ୍ଟ ୮୧୮ ଖଣ୍ଡ ପର୍ଯ୍ୟାୟ କ୍ରମେ ଅଣାଯିବାକୁ ଥିବାବେଳେ ଗତ ୨୦ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ୮୩ ଖଣ୍ଡ ଧଉରା ଓ ଅସନ କାଠ ପୁରୀରେ ଆସି ପହଞ୍ଚିଛି। ସେଥିମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ।
ଏହାସହ ପଢ଼ନ୍ତୁ: ଓଡ଼ିଶା ସହରାଞ୍ଚଳରେ BARC ରେଟିଂରେ ଅର୍ଗସ୍ ନ୍ୟୁଜ୍ ଶୀର୍ଷରେ
ବ୍ରଡକାଷ୍ଟ ଅଡିଅନ୍ସ ରିସର୍ଚ୍ଚ କାଉନସିଲ (BARC) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦର୍ଶକଙ୍କ ଦ୍ୱାରା ସର୍ବାଧିକ ହାରାହାରି ସମୟ ବିତାଇବା କ୍ଷେତ୍ରରେ ଅର୍ଗସ୍ ନ୍ୟୁଜ୍ ସହରାଞ୍ଚଳରେ ନମ୍ବର–1 ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି ରାଙ୍କିଂ ଅର୍ଗସ୍ ନ୍ୟୁଜ୍ର ଖବର ବିଷୟବସ୍ତୁ ପ୍ରତି ଦର୍ଶକଙ୍କ ଦୃଢ଼ ସମ୍ପୃକ୍ତି ଏବଂ ସ୍ଥିର ଦର୍ଶକ ସଂଖ୍ୟାକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି।
BARC ତଥ୍ୟ ଅନୁଯାୟୀ, ଅର୍ଗସ୍ ନ୍ୟୁଜ୍ ହାରାହାରି 31 ମିନିଟ୍ 03 ସେକେଣ୍ଡର ଏଭରେଜ୍ ଟାଇମ୍ ସ୍ପେଣ୍ଟ (ATS) ରେକର୍ଡ କରିଛି, ଯାହା ସହରାଞ୍ଚଳର ସମସ୍ତ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ମାନଙ୍କ ମଧ୍ୟରେ ସର୍ବାଧିକ। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ 28 ମିନିଟ୍ 31 ସେକେଣ୍ଡର ATS ପଞ୍ଜିକୃତ କରିଥିବାବେଳେ, ଅନ୍ୟାନ୍ୟ ଚ୍ୟାନେଲ୍ଗୁଡ଼ିକ ତୁଳନାତ୍ମକ ଭାବେ କମ୍ ଦେଖିବା ସମୟ ରିପୋର୍ଟ କରିଛନ୍ତି। ଏହି ସଂଖ୍ୟାଗୁଡ଼ିକ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବାରେ ଅର୍ଗସ୍ ନ୍ୟୁଜ୍ର ନେତୃତ୍ୱକୁ ସ୍ପଷ୍ଟ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି BARC ରେଟିଂ ୨୦୨୬ ମସିହାର ଦ୍ୱିତୀୟ ସପ୍ତାହର, ଯାହା ଜାନୁଆରୀ ୧୦ ରୁ ଜାନୁଆରୀ ୧୬, ୨୦୨୬ ପର୍ଯ୍ୟନ୍ତ ସମୟକୁ ଅନ୍ତର୍ଭୁକ୍ତ କରେ। ଏହି ମାପଦଣ୍ଡ ଓଡ଼ିଶାର ସହରାଞ୍ଚଳ ବଜାର ପାଇଁ କରାଯାଇଥିଲା, ଯେଉଁଥିରେ ୧୫ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ଦର୍ଶକମାନେ ସମିଲିତ ଥିଲେ ଏବଂ ସକାଳ ୬ଟାରୁ ସନ୍ଧ୍ୟା ୬ଟା ସମୟ ବ୍ୟାଣ୍ଡରେ ଦର୍ଶକ ସଂଖ୍ୟା ମୂଲ୍ୟାୟନ କରାଯାଇଥିଲା।
Related Topics
Explore more stories