speed 10; ସ୍କ୍ରୋଲ କରନ୍ତୁ, ଖବର ପଢନ୍ତୁ...
ଅର୍ଗସ ବ୍ୟୁରୋ: ଆଜି ଦିନର ଅପଡେଟ୍ ଖବର...
📱 Get Argus News App
✨ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ସାଧୁ ସନ୍ଥଙ୍କ ମେଳରେ ପବିତ୍ର ପୌଷ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
୧୨ ବର୍ଷ ପରେ ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାରେ ଯୋଗଦେବାକୁ ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ହୋଇଛି ବ୍ୟାପକ ବ୍ୟବସ୍ଥା
ମହାକୁମ୍ଭମେଳା ସହ ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ଯୋଡ଼ିବାକୁ VC ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ବସ ସେବାର ଉଦଘାଟନ କରିଛନ୍ତି । ରାଜ୍ୟରୁ ପ୍ରୟାଗରାଜକୁ ଗଡ଼ିବ ମୋଟ ୮ଟି ବସ୍
ଆଜି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପଡ଼ିବ ଭିତ୍ତି...କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ହେବ ଚୁକ୍ତି
ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମକର ସଂକ୍ରାନ୍ତିର ସ୍ୱତନ୍ତ୍ର ନୀତିକାନ୍ତି। ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ।
ଆଜି ପବିତ୍ର ପୌଷପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ
ରାଜଧାନୀରୁ ହାଇ ପ୍ରୋଫାଇଲ ଠକ ଦମ୍ପତି ହିଂସିତା ଅଭିଲିପ୍ସା ଏବଂ ଅନିଲ ମହାନ୍ତି ଗରିଫ ଘଟଣା...ଅନିଲ ଏବଂ ହିଂସିତା ଙ୍କ ସମ୍ପତି ବିକ୍ରି ଉପରେ ରୋକ ଲାଗିଛି...ଆୟକର ବିଭାଗ RTO ଏବଂ IGR କୁ ଚିଠି ଲେଖିଛି
କାଲିଫର୍ଣ୍ଣିଆର ପ୍ରାୟ ୧୬୦ ସ୍କୋୟାର କିଲୋମିଟର ଅଞ୍ଚଳକୁ ବ୍ୟାପି ଗଲାଣି ବନାଗ୍ନି... ଏହି ନିଆଁରେ ଏଯାବତ୍ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି... ମୃତକଙ୍କ ମଧ୍ୟରେ ଅଛନ୍ତି ଅଷ୍ଟ୍ରେଲୀୟ ଟିଭି ଅଭିନେତା ରୋରି ସାଇକ୍ସ
ମହାରାଷ୍ଟ୍ରର ନାଶିକରେ ବଡ ଦୁର୍ଘଟଣା... ଏକ ଟ୍ରକ୍କୁ ପଛ ଆଡୁ ଧକ୍କା ଦେଲା ପିକଅପ୍ ଭ୍ୟାନ...ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ
କୁମ୍ବିଙ୍ଗ ଅପରେସନ ସମୟରେ ବିଜାପୁର ରେ IED ବ୍ଲାଷ୍ଟ...2 ଜଣ ଡିଆରଜି ଯବାନ ଆହତ...ଆହତ ଯବାନଙ୍କୁ ଏୟାରଲିଫ୍ଟ୍ କରି ରାୟପୁର କରାଯାଇଛି ସ୍ଥାନାନ୍ତର