Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀ ବିବାଦର ସମାଧାନ ପାଇଁ ଆଗକୁ ବଢ଼ିଲେ ୨ ରାଜ୍ୟ

Rashmita Mishra
Browse all articles by Rashmita Mishra
·10 months ago·1 min read
ମହାନଦୀ ବିବାଦର ସମାଧାନ ପାଇଁ ଆଗକୁ ବଢ଼ିଲେ ୨ ରାଜ୍ୟ

Key Points

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବଡ଼ ବୈଠକ
୨ ରାଜ୍ୟର ମୁଖ୍ୟ ସଚିବ ଓ ବରିଷ୍ଠ ଜଳସମ୍ପଦ ଅଧିକାରୀଙ୍କ ବୈଠକ
ଆଲୋଚନା ଓ ସହଯୋଗ ମାଧ୍ୟମରେ ସମସ୍ୟାର ସମାଧାନ ଆଶା

ମହାନଦୀ ବିବାଦ - ସମାଧାନ ପାଇଁ ବଡ଼ ପଦକ୍ଷେପ । ମହାନଦୀ ବିବାଦର ସମାଧାନ ପାଇଁ ଆଗକୁ ବଢ଼ିଲେ ୨ ରାଜ୍ୟ । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବଡ଼ ବୈଠକ । ୨ ରାଜ୍ୟର ମୁଖ୍ୟ ସଚିବ ଓ ବରିଷ୍ଠ ଜଳସମ୍ପଦ ଅଧିକାରୀଙ୍କ ବୈଠକ ହୋଇଛି । ଆଲୋଚନା ଓ ସହଯୋଗ ମାଧ୍ୟମରେ ସମସ୍ୟାର ସମାଧାନ ହେବା ନେଇ ଆଶା କରାଯାଉଛି । ଉଭୟ ରାଜ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିବା ସୂଚନା ମିଳିଛି ।


ସେପ୍ଟେମ୍ବରରେ ବସିବ ଉଭୟ ରାଜ୍ୟର EICଙ୍କ ନେତୃତ୍ୱରେ ବୈଷୟିକ କମିଟି ବୈଠକ । ଅକ୍ଟୋବରରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବସିବ । ସେହପରି ଡିସେମ୍ବରରେ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ବସିବ ନେଇ ସୂଚନା ରହିଛି । ଜଳ ବିବାଦର ସମାଧାନ ପାଇଁ ଦୀର୍ଘମିଆଦୀ ଯୋଜନା କରାଯିବ । ୨ ରାଜ୍ୟର ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ନିଆଯିବ ବଡ଼ ନିଷ୍ପତ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahanadi Water Dispute: Two States Move Towards Resolution | Argus News | Argus News