Jagannath Temple / ଅଣସର ଘରକୁ ଯିବା ପୂର୍ବରୁ ଏ କି ଇସାରା ଦେଲେ ମହାପ୍ରଭୁ ?
·2 hours ago·2 min read

Key Points
ସ୍ନାନ ବେଦୀରେ ଏ କି ସଂଙ୍କେତ...
ଅଣସର ଘରକୁ ଯିବା ପୂର୍ବରୁ କଣ କହୁବାକୁ ଚାହୁଁଥିଲେ ମହାପ୍ରଭୁ ଏବଂ ବଡ଼ ଠାକୁର ।
ଗଜପତି ମହାରାଜା କରୁଥିଲେ ଆଳତି ହଠାତ ଲିଭିଗଲା ।

ସ୍ନାନ ବେଦୀରେ ଏ କି ସଂଙ୍କେତ... ଅଣସର ଘରକୁ ଯିବା ପୂର୍ବରୁ କଣ କହୁବାକୁ ଚାହୁଁଥିଲେ ମହାପ୍ରଭୁ ଏବଂ ବଡ଼ ଠାକୁର । ଗଜପତି ମହାରାଜା କରୁଥିଲେ ଆଳତି ହଠାତ ଲିଭିଗଲା । ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । ହଠାତ ଲିଭିଗଲା ବଡ଼ ଠାକୁର ଏବଂ କାଳିଆ ସାଆନ୍ତଙ୍କ ଆଳତି ଦିପ । ରାଜା ଆଳତି କରୁଥିବା ବେଳେ ଲିଭିଗଲା । ଏମିତି ଲାଗୁଛ କିଛି ନା କିଛି ଇସାରା ଦେବାକୁ ଚାହୁଁଥିଲେ ଶ୍ରୀଜିଉ ।
ସାରା ବିଶ୍ବକୁ ମାଡ଼ି ଆସୁଛି କି ବିପଦ ? କ'ଣ କହିବାକୁ ଚାହୁଁଥିଲେ ବଡ଼ ଠାକୁର ଏବଂ ମହାପ୍ରଭୁ । ଯେତେବେଳେ ବିପଦ ଆସେ ସେତେବେଳେ ମହାପ୍ରଭୁ ସତର୍କ କରାଇ ଦିଅନ୍ତି କିଛି ନା କିଛି ଇଶାରା ଦେଇ । ଏବେ ପୁଣି କେଉଁ ବିପଦ ମାଡ଼ି ଆସୁଛି । ମହାପ୍ରଭୁ ହେଉଛନ୍ତି ପ୍ରତିଟି ଓଡ଼ିଆଙ୍କର ମଉଡ଼ ମଣି । ଆମ ହର୍ତ୍ତା କର୍ତ୍ତା ସେ। ଆଉ ତାଙ୍କ ଆଳତୀ ଲିଭିଯିବ ଗୋଟିଏ ଛୋଟିଆ କଥା ନୁହେଁ । ଆଳତି ଲିଭିବାକୁ ଆମେ ଅଶୁଭ ମାନିଥାଉ । ଆଉ ଠିକ ସେମିତି କିଛି ହୋଇଛି ସ୍ନାନ ମଣ୍ଡପରେ । ବଡ଼ ଠାକୁର ଏବଂ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ଆଳତି ବେଳେ ଲିଭିଯାଇଛି ।
ଏହି ଦୃଶକୁ ଦେଖିଲେ ଆପଣ ମାନଙ୍କ ମନରେ ବି ସେମିତି କିଛି ଭାବନା ଜାଗ୍ରତ ହୋଇଯିବ । ଆପଣ ମାନେ ବି କହିବେ ହେ ମହାପ୍ରଭୁ ଏ ତୁମ କି ପ୍ରକାରର ଇସାରା । ଆପଣ କଣ କହିବାକୁ ଚାହୁଁଛନ୍ତି । ଯାହାବି ବିପଦ ଆସୁ ଆମକୁ ଉଦ୍ଧାର କରନ୍ତୁହେ ପ୍ରଭୁ ଉଦ୍ଧାର କରନ୍ତୁ ।
ଆଳତି ବେଳେ ହଠାତ ଲିଭି ଯାଇଛି ଦୁଇ ଭାଇଙ୍କର ଆଳତି । ଯଦି ଦେଖିବା ଗଜପତି ମହାରାଜା ମହାପ୍ରଭୁଙ୍କ ସ୍ନାନ ସରିବା ପରେ ଆଳତି କରିଥିଲେ । ପ୍ରଥମେ ବଳଭଦ୍ରଙ୍କୁ ଆଳତି କରିଥିଲେ । ଯେଉଁ ସମୟରେ ହଠାତ ଆଳତି ଲିଭି ଯାଇଥିଲା । ଆଉ ବଡ଼ ଠାକୁରଙ୍କ ପରେ ଜଗନ୍ନାଥଙ୍କୁ ଆଳତି କରିଥିଲେ ଗଜପତି । ପୂର୍ବ ଭଳି ଜଗନ୍ନାଥଙ୍କୁ ଆଳତି କରିବା ସମୟରେ ମଧ୍ୟ ଆଳତି ଲିଭି ଯାଇଥିଲା ।
ଏମିତି ଦୃଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତଙ୍କ ମନରେ ଗୋଟିଏ ଭାବନା ଆସିଥିଲା ହେ ମହାପ୍ରଭୁ ଏମିତି କଣ ହୋଇଗଲା । ଆପଣଙ୍କର ଏ କି ଇଶାରା । ଆମକୁ ଉଦ୍ଧର କର ହେ ମହାପ୍ରଭୁ ଉଦ୍ଧାର କର । କାରଣ ଏମିତି ଅନେକ ଥର ଆପଣ ଆମକୁ ଉଦ୍ଧର କରିଛନ୍ତି ମହା ବିପରୁ । ଏବେ ତୁମେ ହିଁ ଆମର ସାହା ଭରସା ।
ସେପଟେ ଯଦି ଦେଖିବା ସୁରୁ ଖୁରୁରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କର ସ୍ନାନ ଯାତ୍ରା । ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଭାଇ ଭଉଣୀ । ଏବେ ଶ୍ରୀଜିଉ ଜ୍ଵରରେ ପିଡ଼ିତ । ଏବେ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ଗୁପ୍ତ ସେବା । ଶ୍ରୀ ଜିଉଙ୍କୁ ସୁସ୍ଥ କରିବା ପାଇଁ ବୈଦିକ ଉପାୟରେ ଚାଲିବ ଉପଚାର । ଏବେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟିଦିଅଁ ଦର୍ଶନ । ଆଜିକୁ ଠିକ ୧୫ ଦିନ ପରେ ଜ୍ଵର ଭଲ ହେବା ପରେ ଶ୍ରୀ ଜିଉ ରତ୍ନ ବେଦୀରୁ ଜନ୍ମ ବେଦୀକୁ ଯାତ୍ରା କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories