Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ବର୍ଷକୁ ମହାପ୍ରଭୁଙ୍କର ହେବ ସୁନାବେଶର ନୂଆ ସେଟ୍ ; ଆଇନ ମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆସନ୍ତା ବର୍ଷକୁ ମହାପ୍ରଭୁଙ୍କର ହେବ ସୁନାବେଶର ନୂଆ ସେଟ୍ ; ଆଇନ ମନ୍ତ୍ରୀ

Key Points

ଆସନ୍ତା ବର୍ଷକୁ ମହାପ୍ରଭୁଙ୍କର ହେବ ସୁନାବେଶର ନୂଆ ସେଟ୍
ସୁନାବେଶରେ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ନିଷ୍ପତ୍ତି ହୋଇଥିଲା

ଆସନ୍ତା ବର୍ଷକୁ ମହାପ୍ରଭୁଙ୍କର ହେବ ସୁନାବେଶର ନୂଆ ସେଟ୍ । ସୁନାବେଶରେ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହା ମହାପ୍ରଭୁଙ୍କ ଇଚ୍ଛା ଉପରେ ନିର୍ଭର କରେ । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ବି ଏହି ନିଷ୍ପତି ହୋଇଥିଲା । ଏହାକୁ ନେଇ ସରକାର ନିଷ୍ପତି ନେବେ ଓ ଆଗାମୀ ବର୍ଷ ଆଉ ଏକ ସୁନାବେଶ ସେଟ୍ କରିବୁ । ପୁରୁଣା ସେଟ୍ କୁ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଜାଗାରେ ରଖାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahaprabhu Jagannath will have new gold set for next year Suna Besha | Argus News