Jagannath Temple / ସୋମବାର ମହାପ୍ରଭୁଙ୍କ ପଇତା ଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
·10 months ago·2 min read

Key Points
ଆଜି ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ।
ଏହାସହ ପଢ଼ନ୍ତୁ: ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ
ଅପରାହ୍ନ ୫ ଟା ଠାରୁ ରାତି ୧୦ ଟା ଯାଏଁ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବାୟତମାନଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଏହି ଗୁପ୍ତ ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପାଟରା ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ପଇତା ଲାଗି କରାଯିବ। ପଇତାଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ବର୍ଷକୁ ଦୁଇଥର ମହାପ୍ରଭୁଙ୍କର ଏହି ପଇତା ଲାଗି ନୀତି ଅନୁଷ୍ଠିତ ହେଉଥିବା ବେଳେ ଗୋଟିଏ ଓଢ଼ଣୀ ଷଷ୍ଠୀ ପୂର୍ବରୁ ଏବଂ ଅନ୍ୟଟି ଚନ୍ଦନ ଯାତ୍ରା ପୂର୍ବରୁ ହେବାର ପରମ୍ପରା ରହିଛି।
ଏହାସହ ପଢ଼ନ୍ତୁ: ଶୀତ ପଡିଲାଣି..ଡାକୁଛି କୋରାପୁଟ
ମୁଁ ଅଳସୀ । ମୁଁ ଆସିଲେ ଶୀତ ଆସେ । ମତେ ଦେଖିଲେ କବି ଭାବୁକ ହୁଏ । ହଁ ମୁଁ ଟିକେ ଫୁଲେଇ ସତ..ହେଲେ ମତେ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମେ...ଲୋକଙ୍କ ଆଳସ୍ୟ ଭାଙ୍ଗେ...ମୋ ମହକରେ ଚତୁର୍ଦ୍ଦିଗ ମହକେ...ଶୀତୁଆ ସକାଳରେ କୁହୁଡିର ପତଳା ଚାଦର । ତା' ସାଙ୍ଗକୁ ସକାଳର ସୂର୍ଯ୍ୟୋଦୟ । ସବୁଜିମାରେ ଭରା ପାହାଡ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଯୁଆଡେ ଆଖିବୁଲାଇବ ଅପରୂପ ସୌନ୍ଦର୍ଯ୍ୟ ।
ଏହାସହ ପଢ଼ନ୍ତୁ: ପୁରୀ ସେବାୟତ ପୁଅଙ୍କୁ ବିବାହ ପାଇଁ ମିଳୁ ନାହାନ୍ତି ଝିଅ, କମୁଛି ସେବାୟତଙ୍କ ସଂଖ୍ୟା
ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପରିବାରରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା । ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଷ୍ଟଡିଜ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ମିଳିଛି ଏହି ତଥ୍ୟ । ଶ୍ରୀମନ୍ଦିର ସେବାୟତ ପରିବାରରେ ପୁଅ ଅନୁପାତରେ ଝିଅ ସଂଖ୍ୟା ଏବେ ହ୍ରାସ ପାଇଛି । ଫଳରେ ପୁଅମାନଙ୍କ ବିବାହକୁ ନେଇ ସମସ୍ୟାରେ ପଡୁଛନ୍ତି ପରିବାର ଲୋକେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀମନ୍ଦିର ପରମ୍ପରା ଅନୁସାରେ, ସେବାୟତମାନେ କେବଳ ନିଜ ସମାଜ ଭିତରେ ହିଁ ବିବାହ କରିପାରିବେ । ଆଉ ନିୟମ ପାଳନ ହେଲେ ହିଁ ଉଜ୍ଜୀବିତ ରହିବ ଶ୍ରୀମନ୍ଦିରରେ ସେବାୟତଙ୍କ ସେବାପୂଜାର ପରମ୍ପରା ଓ ଶୃଙ୍ଖଳିତ ହେବ ଶ୍ରୀଜୀଉଙ୍କ ନୀତିକାନ୍ତି । ଏଥିପାଇଁ ସେବାୟତ ସମ୍ପ୍ରଦାୟରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ନିଯୋଗ ପକ୍ଷରୁ ଆରମ୍ଭ ହୋଇଛି ଅନେକ ଯୋଜନା ।
Related Topics
Explore more stories