Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଜର ବାନ୍ଧବିଙ୍କର ହେଲା ପଲିଗ୍ରାଫ ଟେଷ୍ଟ

Smruti Parija
Browse all articles by Smruti Parija
·1 year ago
ମେଜର ବାନ୍ଧବିଙ୍କର ହେଲା ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର: ଭରତପୁର ଥାନାରେ ପୋଲିସ ଆର୍ମି ବିବାଦ ମାମଲା । ମେଜର ବାନ୍ଧବିଙ୍କର ହେଲା ପଲିଗ୍ରାଫ ଟେଷ୍ଟ। ପଲିଗ୍ରାଫ ଟେଷ୍ଟ କରାଇଲା କ୍ରାଇମବ୍ରାଞ୍ଚ।  ଭୁବନେଶ୍ବର ଏସଏଫଏସଏଲରେ ଶେଷ ହେଲା ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ ବାରମ୍ବାର ସମୟ ନେଉଥିଲେ ପିଡିତା । ପିଡିତାଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟର ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପିଡିତାଙ୍କର ହୋଇଛି ଟେଷ୍ଟ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major friend- underwent a polygraph test. | Argus News