Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

opsc ପରୀକ୍ଷାରେ ବଡ ଧରଣର ତ୍ରୁଟି

Swoyang prajna Mishra
Browse all articles by Swoyang prajna Mishra
·1 year ago
opsc ପରୀକ୍ଷାରେ ବଡ ଧରଣର ତ୍ରୁଟି

Opsc ପରୀକ୍ଷାରେ ବିରାଟ ତ୍ରୁଟି । mains ପରୀକ୍ଷା ବେଳେ ପେପର୍ 2 ଜାଗାରେ ଆସିଛି ପେପର୍ 1 ର ପ୍ରଶ୍ନପତ୍ର । ଆନ୍ଥ୍ରୋପୋଲୋଜି ପରୀକ୍ଷା ପତ୍ରର ପ୍ରଶ୍ନପତ୍ରରେ ପରୀକ୍ଷାର୍ଥୀ ଆଶାୟୀ ପାର୍ଥିଙ୍କୁ ଆଜି ଏହି ପ୍ରଶ୍ନପତ୍ର ମିଳିବା ପରେ ବଢ଼ିଛି ଦ୍ୱନ୍ଦ । ପୂର୍ବରୁ ପ୍ରିଲିମ୍ସ ଦେଇ ପାସ କରିଥିବା ଆଶାୟୀ ଆଜି ପରୀକ୍ଷା ଦେବା ବେଳେ ପ୍ରଶ୍ନପତ୍ରରେ ତ୍ରୁଟି ଲକ୍ଷ୍ୟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major mistake in opsc exam | Argus News