Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଇକେଲରେ ଯିବାବେଳେ ପିଟିଦେଲା ଟ୍ରକ, ଯୁବକ ମୃତ

Smruti Parija
Browse all articles by Smruti Parija
·2 years ago
ସାଇକେଲରେ ଯିବାବେଳେ ପିଟିଦେଲା ଟ୍ରକ, ଯୁବକ ମୃତ

କନ୍ଧମାଳ:  ଟ୍ରକ୍ ଧକ୍କାରେ ଯୁବକ ମୃତ । ମୃତ ଯୁବକର ନାମ ଶେଷ ଦେବ ନାୟକ ହୋଇଥିବାବେଳେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି । ଆଜି ସକାଳେ ଯୁବକ ତାଙ୍କ ମଟର ସାଇକେଲରେ ଯାଉଥିବାବେଳେ, ମାଦିଗୁଣ୍ଡା ଛକ ପୂର୍ବରୁ ଶନି ମନ୍ଦିର ନିକଟରେ ଟ୍ରକ୍ ସହ ଧକ୍କା ହୋଇଥିଲା । 

ପରେ ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ, ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ଡ୍ରାଇଭର । ଦମକଳ ବାହିନୀ ମୃତ ଶରୀରକୁ ଫୁଲବାଣୀ ମେଡ଼ିକାଲକୁ ନେଇଥିଲେ । ପରିବାର ଲୋକ ପହଞ୍ଚି ଟାଉନ ଥାନାରେ ଅଭିଯୋଗ କରିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
man-died-in-truck-accident-at-kandhamal | Argus News