Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୁଡିକୁ ବିଭତ୍ସ ହତ୍ୟା କଲା ପୁତୁରା

Odisha

ଖୁଡିକୁ ବିଭତ୍ସ ହତ୍ୟା କଲା ପୁତୁରା

Smruti Parija
Browse all articles by Smruti Parija
·1 year ago
ଖୁଡିକୁ ବିଭତ୍ସ ହତ୍ୟା କଲା ପୁତୁରା

ବ୍ରହ୍ମପୁର:  ଖୁଡିକୁ ବିଭତ୍ସ ହତ୍ୟା କଲା ପୁତୁରା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ । ଘରେ ଏକେଲା ଥିବାର ସୁଯୋଗ ନେଇ ବେକକୁ ଛୁରୀ କାଟି ନିର୍ମମ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଖୁଡି ଜଣକ ହେଲେ 32 ବର୍ଷୀୟ ସସ୍ମିତା ସାହ ।

ସସ୍ମିତା ବିଧବା ଥିବାବେଳେ ତାଙ୍କର ଗୋଟିଏ ମାତ୍ର 10 ବର୍ଷର ଝିଅ ଅଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ବଳରାମ ସାହୁକୁ ଧରାକୋଟ ପୋଲିସ କାବୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇ ଥିବାବେଳେ ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
man-killed-his-aunty | Argus News