Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

Smruti Parija
Browse all articles by Smruti Parija
·2 years ago
ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ମୃତ । ଜଣେ ଗୁରୁତର । ଶୌଚ ପାଇଁ ଯାଇଥିବାବେଳେ ତାଳଚେର ରେଞ୍ଜ ତୁଳସିପାଳ ଗାଁ ମଶାଣିରେ ପ୍ରଫୁଲ ଗୋଚ୍ଛାୟତ ନାମକ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ସେହିପରି ବନ୍ତଳା ରେଞ୍ଜ ନୂଆ ଖେତା ଠାରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
man-killed-in-elephant-attack | Argus News