Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ବର୍ଷାରେ ମୁମ୍ବାଇ ସମେତ ଏକାଧିକ ସହର ଜଳମଗ୍ନ

Manini Pattanayak
Browse all articles by Manini Pattanayak
·1 year ago
ପ୍ରବଳ ବର୍ଷାରେ ମୁମ୍ବାଇ  ସମେତ ଏକାଧିକ ସହର ଜଳମଗ୍ନ

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ମୁମ୍ବାଇ ଓ ଗୁଜୁରାଟର ଏକାଧିକ ସହର ଜଳମଗ୍ନ।  ମୁମ୍ବାଇ, ଥାନେ ଓ ନାଗପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ।  

ସେପଟେ ଗୁଜରାଟରେ ରେକର୍ଡ 565 ମିଲିମିଟର ବର୍ଷା ରେକର୍ଡ।  ଆସନ୍ତା 24 ଘଣ୍ଟା ପାଇଁ ମହାରାଷ୍ଟ୍ର, ଗୁଜରାଟ ଓ ତେଲଙ୍ଗନାକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Many cities, including Mumbai, are submerged in heavy rains | Argus News