Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତେଲେଙ୍ଗାନାରେ ଭୁଶୁଡୁଛି ମାଓଦୁର୍ଗ

Odisha

ତେଲେଙ୍ଗାନାରେ ଭୁଶୁଡୁଛି ମାଓଦୁର୍ଗ

Rashmita Mishra
Browse all articles by Rashmita Mishra
·1 year ago
ତେଲେଙ୍ଗାନାରେ ଭୁଶୁଡୁଛି ମାଓଦୁର୍ଗ

ଅର୍ଗସ ବ୍ୟୁରୋ: ତେଲେଙ୍ଗାନାରେ ଭୁଶୁଡୁଛି ମାଓ ଦୁର୍ଗ । ପୋଲିସ ଏନକାଉଣ୍ଟରର ୭ ମାଓବାଦୀ ନିପାତ ହୋଇଛନ୍ତି। ମୁଲୁଗୁ ଜିଲ୍ଲାର ଏଟୁରୁନଗରମ୍ ଘଞ୍ଚ ଜଙ୍ଗଲରେ ମାଓବାଦୀ ମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲେ। ଏନକାଉଣ୍ଟରରେ ୭ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ମୁଲୁଗୁ ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Maodurg is collapsing in Telangana | Argus News