Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Marine Drive: ମେରାଇନ ଡ୍ରାଇଭ୍‌ ବିକାଶ ପାଇଁ ବଡ଼ ଯୋଜନା

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·1 min read
Marine Drive: ମେରାଇନ ଡ୍ରାଇଭ୍‌ ବିକାଶ ପାଇଁ ବଡ଼ ଯୋଜନା

Key Points

ଆନ୍ଧ୍ର ପ୍ରଦେଶ ବର୍ଡରରୁ ଗୋପାଳପୁର ପର୍ଯ୍ୟନ୍ତ ସଂଯୋଗ କରିବାକୁ ଯୋଜନା ରହିଛି ।

ଏହା ୯୦ କିଲୋମିଟରର ମେରାଇନ ଡ୍ରାଇଭ୍ ହେବ ।

ରାଜ୍ୟରେ ମେରାଇନ ଡ୍ରାଇଭ୍ ଗୁଡ଼ିକର ବିକାଶ ପାଇଁ ବଡ଼ ଯୋଜନା । କଂଶୋଲ୍ଟିଂ କମ୍ପାନୀ ଦ୍ଵାରା ଚାଲିଛି ସର୍ଭେ । ଡିସେମ୍ବର ସୁଦ୍ଧା ଆସିବ ସର୍ଭେ ରିପୋର୍ଟ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଥମ ପର୍ଯ୍ୟାୟରେ ସୋନାପୁର- ଗୋପାଳପୁର ମେରାଇନ୍ ଡ୍ରାଇଭ୍ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ରୋଡ ଆନ୍ଧ୍ର ପ୍ରଦେଶ ବର୍ଡରରୁ ଗୋପାଳପୁର ପର୍ଯ୍ୟନ୍ତ ସଂଯୋଗ କରିବାକୁ ଯୋଜନା ରହିଛି । ଏହା ୯୦ କିଲୋମିଟରର ମେରାଇନ ଡ୍ରାଇଭ୍ ହେବ ।

ସେହପରି ଖୁବ୍‌ଶୀଘ୍ର ରାଜ୍ୟରେ ବିକଶିତ ହେବ ଶକ୍ତିପୀଠ ସର୍କିଟ, ଶ୍ରୀଜଗନ୍ନାଥ ଲୀଳା ସର୍କିଟ ଏବଂ ବୁଦ୍ଧିଷ୍ଟ ସର୍କିଟ । ଏହାସହ ଚଳିତ ବର୍ଷରୁ, ବର୍ଷିକିଆ ନୁହେଁ ବରଂ ତିନି ବର୍ଷିଆ ହେବ ଅବକାରୀ ନୀତି ଅବଧି । ଯେକୌଣସି ହୋଟେଲରେ ୨୦ରୁ ଅଧିକ ରୁମ୍ ଥିଲେ ନିଜ ହୋଟେଲ ପରିସରରେ ଓପନ ବାର୍ ଖୋଲିବାକୁ ମିଳିବ ଅନୁମତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marine Drive: Big plans for the development of Marine Drive | Argus News