Videos
|
Odisha

Cotton Factory Fire / ତୁଳା କମ୍ପାନୀରେ ନିଆଁ… ହୁ ହୁ ହୋଇ ଜଳୁଛି ତୁଳା ଫ୍ୟାକ୍ଟ୍ରି

Ritu Das
Browse all articles by Ritu Das
·2 weeks ago
ତୁଳା କମ୍ପାନୀରେ ନିଆଁ… ହୁ ହୁ ହୋଇ ଜଳୁଛି ତୁଳା ଫ୍ୟାକ୍ଟ୍ରି
Odisha

Key Points

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ
ତୁଳା କମ୍ପାନୀରେ ନିଆଁ
ହୁ ହୁ ହୋଇ ଜଳୁଛି ତୁଳା ଫ୍ୟାକ୍ଟ୍ରି
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ତୁଳା କମ୍ପାନୀରେ ନିଆଁ । ହୁ ହୁ ହୋଇ ଜଳୁଛି ତୁଳା ଫ୍ୟାକ୍ଟ୍ରି । ପାତ୍ରପଡା ମେଡିସିନ ଗାର୍ଡେନ ପାର୍ଶ୍ୱରେ ଥିବା ତୁଳା କମ୍ପାନୀରେ ନିଆଁ ଲାଗିଛି। ଘଟଣା ସ୍ଥଳରେ ତମାଣ୍ଡୋ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଚଳାଇଛନ୍ତି। ନିଆଁ ଲିଭାଇବାକୁ ଲାଗିଛି ତିନୋଟି ଅଗ୍ନିଶମ ଗାଡି।



ତମାଣ୍ଡୋ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଏବଂ ଷ୍ଟ୍ରାଇକିଂ ଫୋର୍ସ ଉପସ୍ଥିତ ଅଛନ୍ତି। ନିଆଁ ଅଣାୟତ୍ତ ହେବାରୁ ଜଟଣୀରୁ ଆସୁଛି ଦମକଳ ଗାଡ଼ି। କମ୍ପାନୀ ଚାରିପଟେ ଡିଜି ମେସିନ୍ ଥିବାରୁ ବିସ୍ଫୋରଣ ଆଶଙ୍କାରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Massive Fire Engulfs Cotton Factory, Rescue Operations Continue Amid Heavy Smoke | Argus News