Videos
|
Odisha

ଜଗତସିଂହପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବଡ଼ଧରଣର ଅଗ୍ନିକାଣ୍ଡ

Ritu Das
Browse all articles by Ritu Das
·1 year ago
ଜଗତସିଂହପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବଡ଼ଧରଣର ଅଗ୍ନିକାଣ୍ଡ

ଜଗତସିଂହପୁର ଦୁର୍ଗା ବଜାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ବ୍ୟାଙ୍କ ବନ୍ଦ ଥିବା ସମୟରେ ଅଗ୍ନିକାଣ୍ଡ ଘଟିଛି।


ବ୍ୟାଙ୍କ ସଟର ଭାଙ୍ଗି ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରୁଛନ୍ତି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Massive fire breaks out at Punjab National Bank in Jagatsinghpur | Argus News