Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଆଇନ ପଥର ଖଣି ଉପରେ ବଡ଼ ଧରଣର ରେଡ

Rashmita Mishra
Browse all articles by Rashmita Mishra
·1 year ago
ବେଆଇନ ପଥର ଖଣି ଉପରେ ବଡ଼ ଧରଣର ରେଡ

ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳରେ ବେଆଇନ ପଥର ଖଣି ଉପରେ ବଡ଼ ଧରଣର ରେଡ। ସଦର ଥାନା ଅଧୀନ ଘଟିପିରି ଗାଁ ନିକଟରେ ଥିବା କଳା ମୁଗୁନି ପଥର ଖଣି ଉପରେ ରେଡ । ସଦର ଥାନା ପୋଲିସ ଓ ଭାପୁର ଫାଣ୍ଡି ରେଡ କରିଛି। 5 ଟି ପୋକ୍ଲେନ୍ ମେସିନ,7 ଟି ଟ୍ରାକ୍ଟର ଜବତ ଓ 3 ଟି ଟ୍ରାକ୍ଟର ଫେରାର ହୋଇଯାଇଛି। ଦୀର୍ଘ ଦିନ ହେବ ବିନା ପରମିସନରେ ବ୍ଲାଷ୍ଟିଂ କରି ମାଫିଆମାନେ ଖଣି ଚଳାଇଥିଲେ। ଗାଁ ନିକଟରେ ପଥର ବ୍ଲାଷ୍ଟିଙ୍ଗ କରି ଲୋକଙ୍କ ଘର ଦ୍ବାର ନଷ୍ଟ ହେଉଥିବାର ଅଭିଯୋଗ ହେଇଥିଲା।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored