Matric Result / ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ଜାଣନ୍ତୁ କିପରି ଦେଖିବେ ଆପଣଙ୍କ ରେଜଲ୍ଟ...
·4 months ago·2 min read

Key Points
ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ।
ଅପରାହ୍ଣ ୪ଟାରେ ୱେବସାଇଟରେ ଆସିବ ପରୀକ୍ଷା ଫଳ ।
ପ୍ରଥମ ଥର ପାଇଁ ମାତୃଭାଷାରେ ଚଳିତ ଥର ନିଜ ସାର୍ଟିଫିକେଟ୍ ପାଇପାରିବେ ପରୀକ୍ଷାର୍ଥୀ ।

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଚଳିତ ଥର ପ୍ରଥମ ଥର ଲାଗି ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଓଡ଼ିଆ ସହ ଇଂରାଜୀରେ ମଧ୍ୟ ସାର୍ଟିଫିକେଟ୍ ଉପଲବ୍ଧ ହେବ ।
ମାତୃଭାଷାକୁ ଅଧିକ ଗୁରୁତ୍ଵ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ୍ ଫଳ । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ବାହାରିବ। ମଧ୍ୟମା ପରୀକ୍ଷା ଫଳ ମଧ୍ୟ କାଲି ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଫଳ ଦେଖିହେବ । bseodisha.ac.in ଓ bseodisha.nic.inରେ ରେଜଲ୍ଟ ଦେଖିହେବ...SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ..OR10 (Roll No) ଟାଇପ୍ କରି 5676750କୁ ମେସେଜ୍ କରିବେ ।
ମୋବାଇଲ୍ରେ ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ନିଜର ପରୀକ୍ଷା ଫଳ ତଥ୍ୟ ସଂଗ୍ରହ କରିପାରିବେ । ଏଥିପାଇଁ Type OR10 ଲେଖି ୫୬୭୬୭୫୦କୁ ପଠାଇବେ। ସନ୍ଧ୍ୟା ୭ଟା ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଟେବୁଲେସନ୍ ରେଜିଷ୍ଟାର୍ (ଟିଆର୍)କୁ ବିଏସ୍ଇ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାତୃଭାଷାକୁ ଗୁରୁତ୍ଵ ଦେଲେ ରାଜ୍ୟ ସରକାର । ଏଣିକି ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ । ପ୍ରଥମ ଥର ପାଇଁ ଓଡ଼ିଆରେ ଦଶମ ପରୀକ୍ଷା ବୋର୍ଡ ସାର୍ଟିଫିକେଟ୍ ମିଳିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଆ ସହ ଇଂରାଜୀରେ ମଧ୍ୟ ସାର୍ଟିଫିକେଟ୍ ଉପଲବ୍ଧ ହେବ । ରାଜ୍ୟରେ ମାତୃଭାଷାକୁ ଅଧିକ ଗୁରୁତ୍ଵ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍
ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କୁ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନ୍ଵୟନ ଆରମ୍ଭ ହୋଇଛି । ବୋର୍ଡର ପରୀକ୍ଷା ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି । ମାଟ୍ରିକ ସାର୍ଟିଫିକେଟରେ କେବଳ ଓଡ଼ିଆ ଲେଖା ରହିଲେ ଛାତ୍ରୀଛାତ୍ର ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଣୁ ଉକ୍ତ ଦିଗକୁ ବିଚାର କରି ସାର୍ଟିଫିକେଟରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ରଖିବା ପାଇଁ ସ୍ଥିର କରାଯାଇଛି। ଫଳରେ ଚଳିତ ଥର ପ୍ରଥମ ଥର ପାଇଁ ଏଭଳି ସାର୍ଟିଫିକେଟ ପରୀକ୍ଷାର୍ଥୀମାନଙ୍କୁ ମିଳିବ । ଏହି ନିଷ୍ପତ୍ତି ଦ୍ଵାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
ସେପଟେ ମେ' ତୃତୀୟ ସପ୍ତାହରେ ବାହାରିପାରେ +୨ ପରୀକ୍ଷା ଫଳ। ଏନେଇ ମଧ୍ୟ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଏକା ଦିନରେ ବାହାରିପାରେ ବିଭିନ୍ନ ବିଭାଗର ରେଜଲ୍ଟ ।

Related Topics
Explore more stories