Videos
|
Odisha

ଇଂରାଜୀ ପରିକ୍ଷା ପୂର୍ବରୁ ଝୁଲିପଡିଲେ ମାଟ୍ରିକ ଛାତ୍ର

Smruti Parija
Browse all articles by Smruti Parija
·2 years ago
ଇଂରାଜୀ ପରିକ୍ଷା ପୂର୍ବରୁ ଝୁଲିପଡିଲେ ମାଟ୍ରିକ ଛାତ୍ର

ଭଦ୍ରକ: ଇଂରାଜୀ ପରିକ୍ଷା ପୂର୍ବରୁ ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗୀର ଶାସନ ଗ୍ରାମରେ ମାଉସୀ ଘରେ ରହି ପାଠ ପଢୁଥିବା ଅଭିଷେକ ପଣ୍ଡା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । 

ଅଭିଷେକ କାହିଁକି ଆତ୍ମହତ୍ୟା କେଲ ତାହାର କାରଣ ଜଣାପଡିନାହିଁ । ସେପଟେ ତାଙ୍କ ମାଉସ ଘର  ଲୋକେ ଏନେଇ ଧାମନଗର ପୋଲିସକୁ ଜଣାଇଥିବା ବେଳେ ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଛାତ୍ରଙ୍କ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ତେବେ ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଅଭୟ ପଣ୍ଡା ବୋଲି ସୂଚନା ମିଳିଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

matric-student-suicide-before-english-paper-at-bhadrak-dhamnagar | Argus News