୩ କିମି ଯାତ୍ରା କରି ପଛକୁ ଫେରିଲା ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍
·1 year ago

ଅର୍ଗସ ବ୍ୟୁରୋ: ପୁରୀ ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଯାନ୍ତ୍ରୀକ ତ୍ରୁଟି । ପଛକୁ ଫେରିଲା ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ । ବିଳମ୍ବରେ ଛାଡ଼ିବା ସତ୍ତ୍ବେ ୩ କିମି ଯାତ୍ରା କରି ପଛକୁ ଫେରିଲା । ଏହାର ମରାମତି ପାଇଁ ଉଦ୍ୟମ ଜାରି ରହିଛି । ସେପଟେ ବିଳମ୍ବ ଯୋଗୁଁ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: