Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ

Odisha

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ

Swoyang prajna Mishra
Browse all articles by Swoyang prajna Mishra
·1 year ago
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ

ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ ।ବାରବାଟୀରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚ୍ ଖେଳିବା ପୂର୍ବରୁ ମହାପ୍ରଭୁଙ୍କ ସାନିଧ୍ୟ ନେବାକୁ ଶ୍ରୀମନ୍ଦିର ଯାଇଛନ୍ତି ।ଭାରତୀୟ ଟିମ୍ ରେ ଥିବା ତିନି ସ୍ପିନର ୱାଶିଂଟନ ସୁନ୍ଦର୍ , ଅକ୍ସର୍ ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି ।ସିଂହଦ୍ଵାରରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭବ୍ୟ ସ୍ବାଗତ କରାଯାଇଛି ।


ଆସନ୍ତାକାଲି ବାରବାଟୀରେ ହେବ ସୁପରଫାଇଟ । ମୁହାଁମୁହିଁ ହେବେ ଇଣ୍ଡିଆ ଓ ଇଂଲଣ୍ଡ । ସେଥିପାଇଁ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ଟିମ ଇଣ୍ଡିଆ ଏବଂ ଇଂଲଣ୍ଡ । ମେ ଫେୟାର ହୋଟେଲରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏଥିସହ ସମସ୍ତଙ୍କ ପାଇଁ ଓଡିଆ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ଆଜି ବାରବାଟୀରେ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Members of the Indian cricket team went to the temple for darshan of the Lord Jagannath | Argus News