Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା

Rashmita Mishra
Browse all articles by Rashmita Mishra
·1 year ago
ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା

ଅର୍ଗସ ବ୍ୟୁରୋ: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା ।  ଜନତାଙ୍କ ସ୍ବାର୍ଥ ପାଇଁ ପଦରୁ ହଟାଯାଇଥିବା ମହିଳା ଶିଶୁ ବିକାଶ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏଥିସହ ମହିଳା କମିଶନଙ୍କ ନାମଫଳକକୁ କାଢି ଦିଆଯାଇଛି  ।  ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୯ ଅକ୍ଟୋବରରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଏହାର ଉତ୍ତର ସନ୍ତୋଷଜନକ ନଥିଲା । ୧ ନଭେମ୍ବରରେ ମୀନତି ଏହାର ଜବାବ ରଖିଥିଲେ । ଅକ୍ଟୋବର ୨୩ରେ ମହିଳା କମିଶନ ଅଧ୍ୟକ୍ଷା ଏବଂ ସଦସ୍ୟ ମାନଙ୍କୁ ସରକାର ବହିସ୍କାର କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meniti Behera has been removed from the post of Chairperson of the Women's Commission | Argus News