|
logo
Live

Argus News - କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦି

Odisha

କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦି

Rashmita Mishra
Browse all articles by Rashmita Mishra
·1 year ago·1 min read
କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦି

ଅର୍ଗସ ବ୍ୟୁରୋ :ଫୁଲବାଣୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି। ନାରାରେ କମ୍ପୁଛି ଜନସଭା । ଖାଲି ସେତିକି ନୁହେଁ ଓଡିଆରେ କହିଲେ ସମସ୍ତ ମାନ୍ୟଗଣ ଵ୍ୟକ୍ତିଙ୍କୁ ପ୍ରଣାମ ତାହାସହ ମଚଂରେ ଥିବା ଥିବା ତୁଳା ବେହେରାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ପାଇଁ ସମସ୍ତ ଲୋକ ସମାନ ହୋଇଥାନ୍ତି । ଆଉ ମୋଦି କହିଛନ୍ତି ମୁଁ ତାଙ୍କ ବିଷୟରେ ଜାଣିବା ପରେ ଭାବବିହ୍ବଳ ହୋଇଗଲି । ମା’ ତୁଳା ବେହେରା ଭିକ୍ଷା ମାଗନ୍ତି କିନ୍ତୁ ତାଙ୍କ ହୃଦୟ ଏତେ ବଡ ସେ ତାଙ୍କ ଭିକ୍ଷା ଟଙ୍କାରୁ ୧ ଲକ୍ଷ ଟଙ୍କା ଜଗନ୍ନାଥଙ୍କ ପାଇଁ ଦାନ କରିଛନ୍ତି । ଖାଲି ସେତିକି ନୁହେଁ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ମଧ୍ୟ ମୋତେ ଆଶୀର୍ବାଦ କଲେ ଦୁଇ  ମା’ ଙ୍କର ଆଜି ଆଶୀର୍ବାଦ  ନେଲେ । କହିବାକୁ ଗଲେ ଖାଲି ଦୁଇ ମା' ନୁହୋଁ  କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି ଏହା ଦେଖିଲା ପରେ ଲାଗୁଛି ପୂରା ଓଡ଼ିଶାର ଆଶୀର୍ବାଦ ମୋ ପ୍ରତି ଅଛି

ଅଧିକ ପଢନ୍ତୁ ଏଥର ନିର୍ବାଚନରେ ଇତିହାସ ରଚିବ ଓଡିଶା - ପ୍ରଧାନମନ୍ତ୍ରୀ ମୋଦି

ତେବେ ଗତକାଲିର ରୋଡ ସୋ ପରେ ଆଜି ଫୁଲବାଣୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ।  ପହଞ୍ଚିବା ପରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ମୋଦି । ଏହାପରେ ଆଉ ୨ଟି ଜନସଭାକୁ କରିବେ ସମ୍ବୋଧନ । ୧୨. ୧୫ରେ ବଲାଙ୍ଗିର , ୧.୪୫ରେ ବରଗଡ ଜନସଭାରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦି | Argus News