ଧସିଲା ଚୋରା ଖଣି ଅତଡ଼ା, 6 ଘଣ୍ଟା ପରେ ମିଳିଲା 3 ଜଣଙ୍କ ମୃତଦେହ
·1 year ago

Key Points
ଧସିଲା ଚୋରା ଖଣି ଅତଡ଼ା
୩ ଜଣଙ୍କ ଶୋଚନୀୟ ମୃତ୍ୟୁ
ଯୋଡ଼ା ଥାନା, ବିଚାକୁଣ୍ଡି ଦଲପାହାଡ଼ ନିକଟରେ ଘଟିଛି ଅଘଟଣ
ଧସିଲା ଚୋରା ଖଣି ଅତଡ଼ା । ଚାପି ହୋଇ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ । ଯୋଡ଼ା ଥାନା, ବିଚାକୁଣ୍ଡି ଦଲପାହାଡ଼ ନିକଟରେ ଘଟିଛି ଏହି ଅଘଟଣ । ୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ, କାଣ୍ଡେ ମୁଣ୍ଡା । ବୈତରଣୀ ସଂରକ୍ଷିତ ଜଙ୍ଗଲ ଭିତରେ ଚୋରାରେ ଚାଲିଥିଲା ମାଙ୍ଗାନିଜ୍ ଉତ୍ତୋଳନ । ଗତକାଲି ଅପରାହ୍ନ ସମୟରେ ମାଙ୍ଗାନିଜ୍ ଖୋଳାଯାଉଥିବା ସମୟରେ ଘଟିଥିଲା ଅଘଟଣ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: