Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିନି ଟ୍ରକ୍‌- ଟ୍ରେଲର ଧକ୍କା, ୧୩ ମୃତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ମିନି ଟ୍ରକ୍‌- ଟ୍ରେଲର ଧକ୍କା, ୧୩ ମୃତ

ଛତିଶଗଡ଼ ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, ୧୩ ମୃତ । ମିନି ଟ୍ରକ୍‌କୁ ଧକ୍କାଦେଲା ଟ୍ରେଲର । ଦୁର୍ଘଟଣାରେ ୯ ମହିଳାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏକାଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତା ଉପରେ ମୃତଦେହ ବିଛାଡ଼ି ପଡ଼ିଥିଲା । ଅନେକ ମହିଳା ଏବଂ ପିଲା ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ମଧ୍ୟ ବଢ଼ିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mini truck-trailer collision, 13 dead | Argus News