Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣିରେ ବୁଡି ନାବାଳକର ଗଲା ଜୀବନ।

Rashmita Mishra
Browse all articles by Rashmita Mishra
·1 year ago
ପାଣିରେ ବୁଡି ନାବାଳକର ଗଲା ଜୀବନ।

ପାଣିରେ ବୁଡି ନାବାଳକର ଗଲା ଜୀବନ। ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପାଣିରେ ବୁଡି ଯାଇଥିଲା। ୩ଜଣ ସାଙ୍ଗ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ନାବାଳକଟିର ମୃତ୍ୟୁ ହୋଇଥିଲା। ମୃତ ନାବାଳକ ଯୁବକ ଜଣକ ବଲାଙ୍ଗୀର ସହର ଆନନ୍ଦ ନଗର ପଡା ର ପ୍ରିୟ ଦର୍ଶନ ଜେନା ବୋଲି ଜଣାପଡିଛି। ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
minor-boy-drowns-in-water | Argus News