Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁନିଝିଅକୁ ଧକ୍କା ଦେଲା ମୋ ବସ୍, ଚାଲିଗଲା ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago
କୁନିଝିଅକୁ ଧକ୍କା ଦେଲା ମୋ ବସ୍, ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ:  କୁନିଝିଅକୁ ଧକ୍କା ଦେଲା ମୋ ବସ୍ । ଭୁବନେଶ୍ୱରରେ ପୁଣି `ମୋ ବସ୍' ଦୁର୍ଘଟଣା । ରଘୁନାଥପୁର ଅଞ୍ଚଳରେ ପୁଣି `ମୋ ବସ୍' ଦୁର୍ଘଟଣା ଘଟିଛି । ଏଥିରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ପଟିଆ-ନନ୍ଦନକାନନ ରାସ୍ତା ଅବରୋଧ ହୋଇଛି ।


ଦୁର୍ଘଟଣା ସମୟରେ ମୋ ବସଟି ସ୍ପିଡରେ ଥିବା ଲୋକେ କହିଛନ୍ତି । ବାର ବର୍ଷର ଝିଅ ସାଇକେଲ ଚଳାଉଥିବାବେଳେ ମୋବସ ଦେଲା ଧକ୍କା । ୩ଟି ମୋ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:


Sponsored
mo bus hit a minor girl, she is dead update | Argus News