Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି

Smruti Parija
Browse all articles by Smruti Parija
·1 year ago
ଭଦ୍ରକରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି

ଭଦ୍ରକ: ଭଦ୍ରକରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ନେଇ ହିଂସାକାଣ୍ଡ ଘଟଣା । ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତା 2 ତାରିଖ ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା । ହିଂସାକାଣ୍ଡ ମାମଲାରେ ଆଜି ଭଦ୍ରକରୁ 3 ଜଣ ଗିରଫ ହୋଇଛନ୍ତି । ସେହିପରି ଧାମନଗରରୁ 5 ଜଣଙ୍କୁ ଗିରଫ କରାଯାଇଛି । ହିଂସା ଘଟଣାରେ ଏବେ ସୁଦ୍ଧା ଜିଲ୍ଲାରେ 22 ଜଣ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ମୋବାଇଲ ଟ୍ରାକ୍‌ ସହ ଚଢ଼ଉ ଜାରି  ରହିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mobile internet ban extended for another 48 hours in Bhadrak | Argus News