Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବାସୀ ଭାରତୀୟ ସମ୍ମିଳନୀ ସ୍ଥଳରେ ମୋଦି

Rashmita Mishra
Browse all articles by Rashmita Mishra
·1 year ago
ପ୍ରବାସୀ ଭାରତୀୟ ସମ୍ମିଳନୀ ସ୍ଥଳରେ ମୋଦି

ଅର୍ଗସ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀ ସ୍ଥଳରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଭବ୍ୟ ଆୟୋଜନ । ପ୍ରବାସୀ ଭାରତୀୟଙ୍କୁ ସମ୍ଵୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦି । କିଛି ସମୟ ପରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନ ମନ୍ତ୍ରୀ ।  ପ୍ରବାସୀ ଭାରତୀୟଙ୍କୁ ସମ୍ଵୋଧନ କଲେ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ।ଜନତା ମଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ସାମିଲ ହେଲୋ । ରାଜଭବନରୁ ବାହାରି ଜନତା ମଇଦାନରେ ପହଞ୍ଚିଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ । ଏଥିସହ ୫ଟି ପ୍ରଦର୍ଶନୀକୁ ଉଦଘାଟନ କରିବେ ଓ ଷ୍ଟଲ ବୁଲିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିବା କାର୍ଯ୍ୟକ୍ରମ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
modi-at-the-indian-diaspora-conference-venue | Argus News