Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଶର ବରିଷ୍ଟ ନାଗରିକଙ୍କ ପାଇଁ ମୋଦି ସରକାରଙ୍କ ବଡ ଯୋଜନା

Smruti Parija
Browse all articles by Smruti Parija
·1 year ago
ଦେଶର ବରିଷ୍ଟ ନାଗରିକଙ୍କ ପାଇଁ ମୋଦି ସରକାରଙ୍କ ବଡ ଯୋଜନା

ଅର୍ଗସ ବ୍ୟୁରୋ: ଦେଶର ବରିଷ୍ଟ ନାଗରିକଙ୍କ ପାଇଁ ମୋଦି ସରକାରଙ୍କ ବଡ ଯୋଜନା । ଦେଶର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ମାନଙ୍କୁ ମିଳିବ ଆୟୁଷ୍ମାନ ବୟ ବନ୍ଦନା କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ବରିଷ୍ଟ ନାଗରିକଙ୍କ ପାଇଁ ୩,୪୩୭ କୋଟି ଟଙ୍କା ବ୍ୟୟରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପ୍ରସ୍ତୁତ ହୋଇସାରିଛି ।୨୫ ନଭେମ୍ବର ସୁଦ୍ଧା ୧୪ ଲକ୍ଷ କାର୍ଡ ପ୍ରସ୍ତୁତ ହୋଇଛି । ଯାହା ଖୁବ୍ ଶୀଘ୍ର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କୁ ବଣ୍ଟାଯିବ । ଏହି ଯୋଜନା  ଅନୁସାରେ ଦେଶର ୨୯,୮୭୦ ହସ୍ପିଟାଲରେ ହିତାଧୀକାରୀମାନଙ୍କୁ ଆୟୁଷ୍ମାନ ବୟ ବନ୍ଦନା କାର୍ଡର ଲାଭ ମିଳିପାରିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi government's big plan for senior citizens of the country | Argus News