Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟ କାର୍ଯ୍ୟାଳୟ ଯାଇ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ ମୋଦି

Odisha

ରାଜ୍ୟ କାର୍ଯ୍ୟାଳୟ ଯାଇ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟ କାର୍ଯ୍ୟାଳୟ ଯାଇ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ ମୋଦି

ଅର୍ଗସ ବ୍ୟୁରୋ:  ଗୁଜୁରାଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର । ଗତକାଲି ପ୍ରଧାନମନ୍ତ୍ରୀ ବିଜେପିର ରାଜ୍ୟ କାର୍ଯ୍ୟାଳୟ କମଳମ୍ ଯାଇ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନରେ ଦଳର ରଣନୀତି କଣ ରହିବ ସେ ନେଇ ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ ଗୁଜରାଟର ୪ଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ଦିନ ୧୧ଟାରେ ଆନନ୍ଦ, ଦିନ ୧ଟାରେ ସୁରେନ୍ଦ୍ରନଗର, ଦିନ ୩ଟା ୧୫ରେ ଜୁନାଗଡ ଓ ଅପରାହ୍ନ ୫ଟା ୧୫ରେ ଜାମନଗରରେ ପ୍ରଚାର କରିବେ ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ବନସକଣ୍ଠା ଓ ସାବରକଣ୍ଠାରେ ପ୍ରଚାର କରିଥିଲେ । ଏଥର ବିଜେପିର ନାରା ରହିଛି ଅବ କି ବାର, ୪୦୦ ପାର୍ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi went to the state office and discussed with senior leaders | Argus News