Odisha Government / ମୋହନ ସରକାରକୁ ୨ ବର୍ଷ; ମନ୍ତ୍ରୀ ଦେବେ ବିଭାଗର ରିପୋର୍ଟ
·3 months ago·2 min read

Key Points
ମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ପ୍ରଥମ ଦିନରେ କେଭିଙ୍କ ବିଭାଗର ସମୀକ୍ଷା
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ପ୍ରଥମ ଦିନରେ କେଭିଙ୍କ ବିଭାଗର ସମୀକ୍ଷା
ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାର ଗଠନକୁ ପୂରଣ ହେଉଛି ଦୁଇ ବର୍ଷ । ଏହାରି ଭିତରେ କେଉଁ ବିଭାଗ କେତେ କାମ କରିଛି ତାକୁ ନେଇ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୁନ୍ ୨ରୁ ୯ ତାରିଖ ମଧ୍ୟରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
କେଉଁ ବିଭାଗ କେତେ କାମ କରିଛି ତାକୁ ନେଇ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨ ତାରିଖରୁ ୯ ତାରିଖ ମଧ୍ୟରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓଙ୍କ ବିଭାଗର କାର୍ଯ୍ୟ ଉପରେ ହେବ ତର୍ଜମା ।
ଏଥିସହ ପଢ଼ନ୍ତୁ:
୧୬ଟି ଦିଗ ଉପରେ ରିପୋର୍ଟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋଟ ୧୬ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀ ଙ୍କୁ ରିପୋର୍ଟ ଦେବେ ବିଭାଗୀୟ ମନ୍ତ୍ରୀ ।
ବିଭାଗୀୟ କାର୍ଯ୍ୟ ପାଇଁ କେଉଁ କେଉଁ ଜିଲ୍ଲା ଗସ୍ତ କରିଛନ୍ତି ?
ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପାଇଁ କେତେ ସମୟ ନେଉଛନ୍ତି ?
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମର କିଭଳି ପ୍ରଚାର କରୁଛନ୍ତି ?
ନିଜ ବିଭାଗର କାର୍ଯ୍ୟକ୍ରମ ପାଇଁ କଣ ପ୍ରଶାସନିକ ସଂସ୍କାର ଆଣିଛନ୍ତି ?
ବଜେଟର ଅର୍ଥ କେତେଦୂର ଖର୍ଚ୍ଚ କରିଛନ୍ତି ?
ଅଭିଯୋଗ ଶୁଣାଣି ବେଳେ ଅଭିଯୋଗ ର ସମାଧାନ ପାଇଁ କଣ ପଦକ୍ଷେପ ନେଇଛନ୍ତି ?
ବିଭାଗ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସହ ମୁଖ୍ୟମନ୍ତ୍ରୀ ଙ୍କୁ କିପରି ସହଯୋଗ କରିଛନ୍ତି ?
ସଙ୍କଳ୍ପ ପତ୍ରରେ ଦିଆଯାଇଥିବା ତଥ୍ୟ ବନାମ ପ୍ରକୃତ ପ୍ରଦର୍ଶନ...
ଜୁନ୍ ୧୨ରୁ ୨୨ ତାରିଖ ମଧ୍ୟରେ ସରକାରଙ୍କ ସଫଳତାକୁ ନେଇ ପ୍ରତିଟି ଜିଲ୍ଲାକୁ ଯିବେ ସରକାର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଯେ କୌଣସି ଦିନ ଓଡ଼ିଶା ଆସି ପାରନ୍ତି ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
ଏଥିସହ ପଢ଼ନ୍ତୁ:
ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କିଛି ନୂଆ ଯୋଜନା ଓ ପ୍ରକଳ୍ପ ଭେଟି ଦେଇ ପାରନ୍ତି ରାଜ୍ୟ ସରକାର ।

Related Topics
Explore more stories