କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଅଧିକ ବ୍ଲାକ ସ୍ପଟ ଚିହ୍ନଟ କରାଯିବ

Key Points
କୁମ୍ଭୀର ଆକ୍ରମଣ ରୋକିବାକୁ ଜଙ୍ଗଲ ବିଭାଗର ମାଷ୍ଟର ପ୍ଲାନ
ନଦୀ ପଠାରେ ବ୍ଲାକ ସ୍ପଟ ଚିହ୍ନଟ ସହ କରାଯିବ ବ୍ୟାରିକେଡ
କୁମ୍ଭୀର ସତର୍କତା ପାଇଁ ଲଗାଯିବ ସାଇନବୋର୍ଡ
କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଅଧିକ ବ୍ଲାକ ସ୍ପଟ ଚିହ୍ନଟ କରାଯିବ
କୁମ୍ଭୀର ଆକ୍ରମଣ ରୋକିବାକୁ ଜଙ୍ଗଲ ବିଭାଗର ମାଷ୍ଟର ପ୍ଲାନ । ନଦୀ ପଠାରେ ବ୍ଲାକ ସ୍ପଟ ଚିହ୍ନଟ ସହ କରାଯିବ ବ୍ୟାରିକେଡ । ଏଣିକି କୁମ୍ଭୀର ଚିହ୍ନଟ କରିବା ହେବ ସହଜ।
ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ ସ୍ପଟ। କୁମ୍ଭୀର ଆକ୍ରମଣ ରୋକିବାକୁ ଜଙ୍ଗଲ ବିଭାଗ କରୁଛି ମାଷ୍ଟର ପ୍ଲାନ। ନଦୀ ତଟରେ ବ୍ଲାକ ସ୍ପଟ ଚିହ୍ନଟ ସହ କରାଯିବ ବ୍ୟାରିକେଡ। ଏହା ସହ ଲଗାଯିବ କୁମ୍ଭୀର ସତର୍କତା ସାଇନବୋର୍ଡ । ଯେଉଁ ସ୍ଥାନରେ କୁମ୍ଭୀରଙ୍କ ଗତିବିଧି ଅଧିକ ରହୁଛି ସେ ସ୍ଥାନରେ ସରକାର ଅଧିକ ସତର୍କତା ଅବଲମ୍ବନ କରିବେ।
କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଅଧିକ ବ୍ଲାକ ସ୍ପଟ ଚିହ୍ନଟ କରାଯିବ। କୁମ୍ଭୀର ସତର୍କତା ପାଇଁ ଲଗାଯିବ ସାଇନବୋର୍ଡ । କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ମାତ୍ରାରେ କୁମ୍ଭୀର ଆକ୍ରମଣ ହେଉଥିବାବେଳେ ଏହାକୁ ରୋକିବା ପାଇଁ ଏଭଳି ପ୍ରୟାସ କରାଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: