Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମର୍ଣ୍ଣିଂ ବ୍ରେକିଙ୍ଗ ନ୍ୟୁଜ ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ମର୍ଣ୍ଣିଂ ବ୍ରେକିଙ୍ଗ ନ୍ୟୁଜ ସଂକ୍ଷେପରେ...

୧- ଅପରେସନ୍ ସିନ୍ଦୂର ପରେ ଛାନିଆ ପାକିସ୍ତାନ … ସାଧାରଣ ଲୋକଙ୍କୁ ଟାର୍ଗେଟ କରି ପାକ୍ ସେନାର ଗୁଳିମାଡ଼ …. ନିୟନ୍ତ୍ରଣ ରେଖା ନିକଟରେ ଥିବା ଘରକୁ ଟାର୍ଗେଟ କରୁଛି ପାକ୍ …ଆକ୍ରମଣରେ ଏଲଓସି ନିକଟରେ ଭାଙ୍ଗିଲା ଗୁରୁଦ୍ବାର, ୪ ଶ୍ରଦ୍ଧାଳୁ ମୃତ …କୁପଓ୍ବାରା, ବାରାମୁଲ୍ଲା, ଉରି, ଅଖନୁର ସେକ୍ଟରରେ ଗୁଳି ଓ ମୋର୍ଟାର ମାଡ଼ ….
୨- ପାକିସ୍ତାନ ଲାହୋରରେ ୩ଟି ବଡ଼ ବିସ୍ଫୋରଣ : ଥରିଲା ଲାହୋରର ଓ୍ବାଲଟନ ରୋଡ ଅଞ୍ଚଳ.....ବିସ୍ଫୋରଣ ପରେ ଲାହୋର ଏୟାରପୋର୍ଟ ବନ୍ଦ କଲା ପାକିସ୍ତାନ
୩- ଅପରେସନ ସିନ୍ଦୂର ପରେ ଦେଶରେ ହାଇଆଲର୍ଟ: ମେ' ୧୦ ଯାଏ ଦେଶର ୨୭ଟି ଏୟାରପୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି.....୪୩୦ଟି ବିମାନର ଉଡାଣ ବାତିଲ କରାଯାଇଛି .....ଗୁଜରାଟ, ରାଜସ୍ଥାନ, ଜମ୍ମୁ କାଶ୍ମୀର ଓ ପଞ୍ଜାବରୁ ଉଡାଣବନ୍ଦ
୪- ପହଲଗାମ ପ୍ରତିଶୋଧ ପରେ ଆଜି ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ... ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ...ଗୃହମନ୍ତ୍ରୀ ଅମିତ୍ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିକଣ ରିଜିଜୁ ବି ରହିବେ ଉପସ୍ଥିତ...
୫- ଭାରତୀୟ ସେନାର ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ପାକିସ୍ତାନ....କ୍ଷେପଣାସ୍ତ୍ର ମାଡ଼ରେ ଧ୍ବଂସ ହୋଇଯାଇଛି ଆତଙ୍କୀଙ୍କ ଆଡ୍ଡା.....ସାମ୍ନାକୁ ଆସିଲା ବାହାବଳପୁର ଓ ମୁରିଦକେର ଦୃଶ୍ୟ...…
୬- ପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ବଂସ....ପ୍ରମାଣ ଖୋଜୁଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ.....ଆକ୍ରମଣର କୌଣସି ପ୍ରମାଣ ନଥିବା କହିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ.....ସୋସିଆଲ ମିଡିଆରେ ପ୍ରମାଣ ଥିବା କହିଲେ ଖ୍ବାଜା ଆସିଫ....
୭- ଅପରେସନ ସିନ୍ଦୁର ପରେ 10ଟି ସୀମବର୍ତ୍ତୀ ରାଜ୍ୟ ଗୁଡ଼ିକରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା...ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବୈଠକ... ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ ରଖିବା, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ...ଛୁଟିରେ ଯାଇଥିବା ଅର୍ଦ୍ଧସାମରିକ ବଳ ଯବାନଙ୍କ ଛୁଟି ବାତିଲ, ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ...ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବି ହେଲା ରଦ୍ଦ...
୮- ଅପରେସନ ସିନ୍ଦୁର ପରେ ପାକିସ୍ତାନରେ କମ୍ପନ... ରାତିରେ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ସମ୍ବୋଧନ...କହିଲେ, ବଡ଼ ଭୁଲ କରିଛି ଭାରତ, ରକ୍ତର ପ୍ରତି ବୁନ୍ଦାର ନେବୁ ପ୍ରତିଶୋଧ...ସେପଟେ ଉତ୍ତେଜନାର ଅନ୍ତ କରିବାକୁ ଭାରତ ଓ ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶ...ନିଜେ ମଧ୍ୟସ୍ଥତା କରିବାକୁ ଦେଲେ ପ୍ରସ୍ତାବ...
୯- ଆଇପିଏଲ ମହାସମର...କୋଲକାତା ନାଇଟ୍ ରାଇଡର୍ସକୁ ୨ ୱିକେଟରେ କୋଲକାତାକୁ ହରାଇଲା ଚେନ୍ନାଇ… ଡେଓ୍ଵାର୍ଲ୍ଡ ବ୍ରେଭିସଙ୍କ ବିସ୍ଫୋରକ ବ୍ୟାଟିଂ...ପରାଜୟ ସହ ପ୍ଲେ ଅଫରୁ ବାଦ ପଡ଼ିଲା କୋଲକାତା…ଆଜି ପଞ୍ଜାବ କିଙ୍ଗସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ
୧୦- ‘ଦେଶକୁ ପ୍ରତିନିଧିତ୍ୱ କରିବା ଗୌରବର ବିଷୟ ଇନଷ୍ଟାରେ ପୋଷ୍ଟ ଲେଖି ଟେଷ୍ଟ କ୍ରିକେଟରୁ ନେଲେ ସନ୍ନ୍ୟାସ ରୋହିତ୍ ଶର୍ମା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
morning-breaking-news-in-brief | Argus News