Argus News / ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଏବଂ ଭରସାଯୋଗ୍ୟ ନ୍ୟୁଜ୍ ଆପ୍, ଅର୍ଗସ ନ୍ୟୁଜ୍
·5 months ago·1 min read
Key Points
ଆପଣଙ୍କୁ ଦେଶ ଦୁନିଆର ଟିକିନିଖି ଖବର ପହଞ୍ଚାଇବାରେ ସବୁଠାରୁ ଆଗରେ ରହିବ ଅର୍ଗସ ନ୍ୟୁଜ୍ ।
ଦେଶ ଦୁନିଆର ଖବର ସହ ଯୋଡ଼ି ହୋଇ ରହିବା ଏବଂ ଅପ୍ଡେଟ୍ ରହିବା ଖୁବ୍ ବଡ଼ କଥା । ଏହା ଏକ ଖୁବ୍ ସୁନ୍ଦର ଅଭ୍ୟାସ । ଆଉ ଏଭଳି ଅଭ୍ୟାସରେ ପଡ଼ିବାକୁ ହେଲେ, ଆପଣଙ୍କୁ ଆମ ସହ ଯୋଡ଼ି ହୋଇ ରହିବାକୁ ହେବ । ଆମ ଆପ୍ ସହ ଅପ୍ଡେଟ୍ ହେବାକୁ ପଡ଼ିବ । ଅର୍ଗସ ନ୍ୟୁଜ୍ ଆପ୍ । ଯାହାକି ଆପଣଙ୍କୁ ଦେଶ ଦୁନିଆର ଟିକିନିଖି ଖବର ପହଞ୍ଚାଇବାରେ ସବୁଠାରୁ ଆଗରେ ରହିବ ।
ଆପଣଙ୍କ ହାତ ପାପୁଲିରେ ରାଜ୍ୟ ତଥା ଦେଶ ଦୁନିଆର ରାଜନୈତିକ ଖବର ପରସିବାଠାରୁ ଆରମ୍ଭ କରି ମନୋରଞ୍ଜନ ଖୋରାକ ମଧ୍ୟ ଯୋଗାଇବ ଅର୍ଗସ ନ୍ୟୁଜ୍ ଆପ୍ । ତେଣୁ ତୁରନ୍ତ ପ୍ଲେ-ଷ୍ଟୋରକୁ ଯାଆନ୍ତୁ ଆଉ ଅର୍ଗସ ନ୍ୟୁଜ୍ ଆପ୍କୁ ନିଜ ମୋବାଇଲ୍ରେ ଇନ୍ଷ୍ଟଲ କରନ୍ତୁ । ଆମ ସହ ସବୁବେଳେ ଯୋଡ଼ି ହୋଇ ରୁହନ୍ତୁ, ଆଉ ଅପ୍ଡେଟ୍ ହୁଅନ୍ତୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories